ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟମନୋରଞ୍ଜନ

ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ

ବରଗଡ଼, ୨୪/୦୮/୨୦୨୨-    ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଅନୁଷ୍ଠିତ ବୈଠକରେ ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ମାସ ୨୭ ତାରିଖରୁ ଯାତ୍ରା ଆରମ୍ଭ ହୋଇ ୨୦୨୩ ମସିହା ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ । ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଗତ ଦୁଇବର୍ଷ ହେଲା କୋଭିଡ୍ ମହାମାରୀ କାରଣରୁ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ତେଣୁ ଚଳିତ ବର୍ଷ କେବେ ଧନୁଯାତ୍ରା ଅନୁଷ୍ଠିତ ହେବ ସେନେଇ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com