ଅନ୍ତର୍ଜାତୀୟ

ରୁଷ ଦ୍ବାରା ଅଧିକୃତ କ୍ରେମିଆ ନିକଟରେ ଏକ ସ୍ୱତନ୍ତ୍ର ମିଶନରେ ୟୁକ୍ରେନ ବ୍ଲାକ୍ ସାଗରରେ ଏକ ରୁଷି ଯୁଦ୍ଧ ଜାହାଜକୁ ଧ୍ୱଂସ କରିଦେଇଛି ବୋଲି ଦାବି କରିଛି

ରୁଷ ଦ୍ବାରା ଅଧିକୃତ କ୍ରେମିଆ ନିକଟରେ ଏକ ସ୍ୱତନ୍ତ୍ର ମିଶନରେ ୟୁକ୍ରେନ ବ୍ଲାକ୍ ସାଗରରେ ଏକ ରୁଷି ଯୁଦ୍ଧ ଜାହାଜକୁ ଧ୍ୱଂସ କରିଦେଇଛି ବୋଲି ଦାବି କରିଛି ।

ୟୁକ୍ରେନ ଗୁପ୍ତଚର ବିଭାଗ କହିଛି ଯେ ସେମାନେ ରୁଷି ଯୁଦ୍ଧ ଜାହାଜ ଉପରେ ଉପରେ ସିଧାସଳଖ ଆକ୍ରମଣ କରିବା ପରେ ସେହି ଯୁଦ୍ଧ ଜାହାଜଟି ବୁଡ଼ି ଯାଇଥିଲା । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫିସିଆଲ ଆକାଉଣ୍ଟ ଗୁରୁବାର ଟ୍ୱିଟରରେ ରୁଷର ଯୁଦ୍ଧ ଜାହାଜ ବୁଡ଼ିଥିବାର ଏକ ଭିଡିଓ ସେୟାର କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com