ଓଡ଼ିଶା
ଭୁବନେଶ୍ୱରରେ ପାରବାରିକ କଳହରୁ ଛୁରାମାଡ଼
![](https://i0.wp.com/odia.mobilenews24x7.com/wp-content/uploads/2022/01/murder_ss.jpg?resize=780%2C470&ssl=1)
ଭୁବନେଶ୍ୱର() ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି । ପାରବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ଛୁରି ଭୁସିଥିବା ଜଣାପଡ଼ିଛି । ଏଡି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ବଙ୍ଗାଳିବସ୍ତିରେ । ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ୱାମୀକୁ ଲକ୍ଷ୍ମୀସାଗର ପୋଲିସ୍ ଥାନାରେ ଅଟକ ରଖିଛି ।