ମନୋରଞ୍ଜନ

ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି

ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପୁଅ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଖୁସିର ନୋଟ ଶେୟାର କରିଛନ୍ତି।

ବିଗ ବି’ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିଷେକଙ୍କ ପାଇଁ ଏକ ଭାବପ୍ରବଣ ନୋଟ ଲେଖିଥିଲେ। କାରଣ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଘୁମର’ ଏକ ଆଓ୍ବାର୍ଡ ଶୋ’ରେ ତିନୋଟି ପୁରସ୍କାର ଜିତିଥିଲା। ଅମିତାଭ ତାଙ୍କ ନୋଟରେ କହିଛନ୍ତି ଯେ ସେ ଅଭିଷେକଙ୍କ ପାଇଁ ଗର୍ବିତ।

Related Articles

Back to top button