ମନୋରଞ୍ଜନ

ଓସ୍କାର ନୋମିନେଟେଡ୍‌ ଅଭିନେତା ଦେବ ପଟେଲ ନିଜର ଅପକମିଂ ଫିଲ୍ମ ‘ମଙ୍କି ମ୍ୟାନ୍‌’କୁ ନେଇ ଚର୍ଚ୍ଚାରେ

ଓସ୍କାର ନୋମିନେଟେଡ୍‌ ଅଭିନେତା ଦେବ ପଟେଲ ନିଜର ଅପକମିଂ ଫିଲ୍ମ ‘ମଙ୍କି ମ୍ୟାନ୍‌’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ଜରିଆରେ ସେ ଅଭିନୟ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି। ଏବେ ଏହାର ଟ୍ରେଲର ରିଲିଜ କରାଯାଇଛି।

ଦର୍ଶକଙ୍କୁ ଏହା ବେଶ ପସନ୍ଦ ଆସୁଛି। ‘ମଙ୍କି ମ୍ୟାନ୍‌’ ଜରିଆରେ ବଲିଉଡ ଅଭିନେତ୍ରୀ ଶୋଭିତା ଧୁଲିପାଲା ନିଜର ହଲିଉଡ୍‌ ଡେବ୍ୟୁ କରିବେ। ମଡେଲିଂ, ବଲିଉଡ୍‌, ଓଟିଟି ପରେ ଏବେ ହଲିଉଡ୍‌ରେ ନିଶ୍ଚିତ ଭାବେ ଧମାକା କରବେ ବୋଲି କୁହାଯାଉଛି।

Related Articles

Back to top button