ମନୋରଞ୍ଜନ

ଅଭିନେତ୍ରୀଙ୍କ ଉପରେ ଆକ୍ରମଣ

କିଛିଦିନ ହେବ ସାଉଥର ଚର୍ଚ୍ଚିତ ଅଭିନେତ୍ରୀ ଓ ବିଗବସ ତାମିଲର ପୂର୍ବତନ ପ୍ରତିଯୋଗୀ ବନିତା ବିଜୟକୁମାର ଅସୁବିଧାରେ ଅଛନ୍ତି। ନିକଟରେ ଏହି ଅଭିନେତ୍ରୀଙ୍କ ଉପରେ ଜଣେ ଅଜଣା ଲୋକ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ବନିତାଙ୍କ ମୁଖମଣ୍ଡଳ ଓ ଆଖିରେ ଗଭୀର ଆଘାତ ଲାଗିଥିଲା। ଏହି ଘଟଣାର ଖବର ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com