ଅନ୍ତର୍ଜାତୀୟ

ଫିନଟେକ୍ କମ୍ପାନି ଫୋନ୍ ପେ’ର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି

ଫିନଟେକ୍ କମ୍ପାନି ଫୋନ୍ ପେ’ର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି। ଶ୍ରୀଲଙ୍କାରେ ଏବେ ଫୋନପେ ଗ୍ରାହକମାନେ ୟୁଜର୍ସ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ ବ୍ୟବହାର କରି ପେମେଣ୍ଟ କରିପାରିବେ।

ଏଥିପାଇଁ କମ୍ପାନୀ ମେ ୧୫ରେ ଶ୍ରୀଲଙ୍କାର ଲଙ୍କାପେ ସହ ଭାଗିଦାରୀ ଘୋଷଣା କରିଛି। ଏହା ଦ୍ୱାରା ଉପଭୋକ୍ତାମାନେ ନଗଦ ଏବଂ ମୁଦ୍ରା ବିନିମୟ ସମସ୍ୟାରୁ ମୁକ୍ତି ପାଇବେ ।

Related Articles

Back to top button
WP Twitter Auto Publish Powered By : XYZScripts.com