ଅନ୍ତର୍ଜାତୀୟ

ଆମେରିକାର ଗୁପ୍ତଚର ଓ ସୁରକ୍ଷା ଏଜେନ୍ସି ଭାରତ ଗସ୍ତରେ

ଆମେରିକାର ଗୁପ୍ତଚର ଓ ସୁରକ୍ଷା ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ର ମୁଖ୍ୟ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି।

ଏହି ଗସ୍ତ ବେଶ ଗୁରୁତ୍ବ ବହନ କରିପାରେ। ସେ ଏପରି ଏକ ସମୟର ଆସିବାକୁ ଯାଉଛନ୍ତି ଯେତେବେଳେ ନିକଟରେ ଆମେରିକା ପ୍ରଶାସନ ଜଣେ ଭାରତୀୟ ନାଗରିକ ତଥା ଜଣେ ଭାରତୀୟ ଏଜେନ୍ସିର ଜଣେ ଅଧିକାରୀଙ୍କ ବିରୋଧରେ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com