ଅନ୍ତର୍ଜାତୀୟ

ଟେସଲା ସିଇଓ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ୍ସର ମାଲିକ ଏଲନ ମସ୍କ ରବିବାର ଦିନ ଚୀନ ଗସ୍ତ କରିଛନ୍ତି

ଟେସଲା ସିଇଓ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ୍ସର ମାଲିକ ଏଲନ ମସ୍କ ରବିବାର ଦିନ ଚୀନ ଗସ୍ତ କରିଛନ୍ତି । ସମାଚର ଏଜେନ୍ସି ରଏଟର୍ସ ଏହି ମାମଲା ବିଷୟରେ ସୂଚନା ଦେଇଛନ୍ତି ।

ଏହା ଆଶ୍ଚର୍ଯ୍ୟଜନକ ଏଥିପାଇଁ , କରାଣ ଏଲନ ମସ୍କ ଏପରି ସମୟରେ ଚୀନ ଯାଇଛନ୍ତି, ଯେଉଁଠାରେ ସେ ଭାରତ ଆସିବାକୁ ମନାକରିଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com