ଅନ୍ତର୍ଜାତୀୟ

କିମ ଜୋଙ୍ଗ ଉନ ୨୦୨୪ ବର୍ଷକୁ ସ୍ବାଗତ କରି ନୂଆ ଧମକ ଦେଇଛନ୍ତି

ଉତ୍ତର କୋରିଆର ସର୍ବୋଚ୍ଚ ନେତା ତଥା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁରୁଣା ୨୦୨୩ ବର୍ଷକୁ ବିଦାୟ ଦେବା ସହିତ ୨୦୨୪ ବର୍ଷକୁ ସ୍ବାଗତ କରି ନୂଆ ଧମକ ଦେଇଛନ୍ତି।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଅନୁଯାୟୀ କିମ ଜୋଙ୍ଗ ଉନ ଦକ୍ଷିଣ କୋରିଆ ଉପରେ ନୂଆ ଆଣବିକ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ଏହା ସହିତ ସେ ନିଜ ସେନାକୁ ଯେକୌଣସି ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସାମରିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com