ଜାତୀୟ

ଦିଲ୍ଲୀ ମଦ ଦୁର୍ନୀତି ମାମଲା

ଦିଲ୍ଲୀ ମଦ ଦୁର୍ନୀତି ମାମଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ। ହେଲେ କେଜ୍ରିଓ୍ବାଲ ଇଡି ନୋଟିସକୁ ବାରମ୍ବାର ଏଡାଇ ଚାଲିଛନ୍ତି ।

ଏହି କ୍ରମରେ ଇଡିରେ ହାଜର ହେବାକୁ ହୋଇଥିବା ୭ମ ସମନକୁ ବି ଏଡାଇ ଦେଇଛନ୍ତି କେଜ୍ରିଓ୍ବାଲ । ଇଡିର ନୋଟିସ ସତ୍ତ୍ଵେ ହାଜର ହୋଇନାହାନ୍ତି କେଜରିୱାଲ । ମାମଲା ବର୍ତ୍ତମାନ କୋର୍ଟରେ ଥିବାରୁ କୌଣସି ସଂସ୍ଥା କାର୍ଯ୍ୟାଳୟକୁ ଯିବାର ଆବଶ୍ୟକ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com