ଅନ୍ତର୍ଜାତୀୟ

ପାକିସ୍ତାନ ମୁସଲିମ ଲିଗ୍‌- ନୱାଜର ଅଧ୍ୟକ୍ଷ ପଦ ଛାଡ଼ିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ଶରିଫ ।

ପାକିସ୍ତାନ ମୁସଲିମ ଲିଗ୍‌- ନୱାଜର ଅଧ୍ୟକ୍ଷ ପଦ ଛାଡ଼ିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ଶରିଫ । ଫଳରେ ପୁଣି ଥରେ ତାଙ୍କ ବଡ଼ ଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଏହି ପଦ ସମ୍ଭାଳିବା ନେଇ ଚର୍ଚ୍ଚା ଜୋର ଧରିଛି।

ଗତ ୨୦୧୭ ମସିହାରେ ପାନାମା ପେପର୍ସ ଘୋଟାଲା ସାମନାକୁ ଆସିବା ପରେ ବିଦେଶରେ ଅବୈଧ ସମ୍ପତ୍ତି ଥିବା ନେଇ ନୱାଜଙ୍କ ନାଁ ସାମନାକୁ ଆସିଥିଲା।

Related Articles

Back to top button