ଜାତୀୟ

ଉଦ୍ଧାରକାର୍ଯ୍ୟରେ ଭାରତୀୟ ସେନା

ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଗତ ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକ କେବେ ବାହାରର ଆଲୋକ ଦେଖିବେ, ତାହା ଜଣା ନାହିଁ। ଖନନ କାର୍ଯ୍ୟରେ ନିୟୋଜିତ ଆମେରିକାର ଓଜନଦାର ମେଶିନ୍‌ର ଡ୍ରିଲିଂ ଯନ୍ତ୍ରାଂଶ ଫେଲ୍ ମାରିବା ପରେ ଉଦ୍ଧାରକାର୍ଯ୍ୟ ଦାୟିତ୍ୱ ନେଇଛି ଭାରତୀୟ ସେନା।

ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସେନକୁ କୁହାଯାଇଛି। ଭାରତୀୟ ସେନା ବର୍ତ୍ତମାନ ଉଦ୍ଧାର କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିଛି। ଏବେ ସେନା ଉଦ୍ଧାରକାର୍ଯ୍ୟ ଦାୟିତ୍ୱ ନେବା ପରେ ଯୋଜନାରେ କୌଣସି ପରିବର୍ତ୍ତନର ସମ୍ଭାବନ ରହିଛି।

Related Articles

Back to top button