ଓଡ଼ିଶା

ଦୂତୀଙ୍କ ସ୍ୱପ୍ନ ପୂରଣ ହେଲା: ପରିବାର ସଦସ୍ୟଙ୍କ ସହ ନୂଆ ଗୃହରେ ପ୍ରବେଶ କଲେ

ଭୁବନେଶ୍ୱର() ଅଲିମ୍ପିଆନ୍ ତଥା ଓଡ଼ିଶାର ଜଣାଶୁଣା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ପୂର୍ବରୁ ଏକାଧିକ ବିବାଦରେ ରହିଥିବା ବେଳେ ଏବେ ଏକ ଖୁସି ଖବର ଦେଇଛନ୍ତି । ସେ ନିଜର ଏକ ସ୍ୱପ୍ନର ଘର ନିର୍ମାଣ କରିବା ସହ ଗୃହ ପ୍ରବେଶ କରିଛନ୍ତି । ତେବେ ଯାଜପୁର ଜିଲ୍ଲାର ଜାରକାରେ ଦୂତୀ ଏହି ନୂଆ ଘର କରିଥିବା ବେଳେ ପରିବାର ଲୋକଙ୍କ ଉପସ୍ଥିତିରେ ଏନେଇ ପୂଜାର୍ଚ୍ଚନା କରିଛନ୍ତି । ଏନେଇ ଦୂତୀ ନିଜ ଫେସବୁକ ଆକାଉଣ୍ଟରେ ଫଟୋ ଶେୟାର କରିଛନ୍ତି ।

ଦୂତୀ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଈଶ୍ୱରଙ୍କ ଆଶିର୍ବାଦରୁ ଆଜି ମୁଁ ମୋର ନୂଆ ଘରେ ଗୃହ ପ୍ରବେଶ କରିଛି । ଏହି ଅବସରରେ ମୋର ପିତା, ମାତା ଉପସ୍ଥିତ ରହି ମୋତେ ଆଶିର୍ବାଦ କରିଛନ୍ତି । ଏହି ଗୃହକୁ ମୁଁ ମୋର ଭାଇଙ୍କୁ ହସ୍ତାନ୍ତର କରିଛି । ମୋର ପରିବାରକୁ ଆଶିର୍ବାଦ କରିବା ପାଇଁ ମୁଁ ମା’ ବିରଜାଙ୍କ ନିକଟରେ କାମନା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com