ଅନ୍ତର୍ଜାତୀୟ

ଶିଶୁମାନଙ୍କ ମଧ୍ୟରେ ବଢିଚାଲିଥିବା ନିମୋନିଆ ବିପଦ

ଚୀନରେ ଶିଶୁମାନଙ୍କ ମଧ୍ୟରେ ବଢିଚାଲିଥିବା ନିମୋନିଆ ବିପଦକୁ ନେଇ ଭାରତରେ ଆଲର୍ଟ ଜାରି। ୬ ରାଜ୍ୟରେ ଜାରି ହୋଇଛି ଆଲର୍ଟ। ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, ଉତ୍ତରାଖଣ୍ଡ, ହରିୟାଣା ଏବଂ ତାମିଲନାଡୁର ସରକାର ସତର୍କତା ଜାରି କରିଛନ୍ତି।

ଏହି ସବୁ ରାଜ୍ୟ ଗୁଡିକରେ ନିମୋନିଆ ଚିକିତ୍ସା ଲାଗି ହସ୍ପିଟାଲ ଗୁଡିକ ପ୍ରସ୍ତୁତ ରଖିବାକୁ ସେଠାକାର ସରକାର ଆଲର୍ଟ ଜାରି କରିଛନ୍ତି। ଏହାସହ ଶ୍ବାସ ଜନିତ ରୋଗରେ ପୀଡ଼ିତଙ୍କ ଚିକିତ୍ସା ଲାଗି ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେ୍ଶ ଜାରି ହୋଇଛି ।

Related Articles

Back to top button