ଅନ୍ତର୍ଜାତୀୟଜାତୀୟରାଜନୀତି

ସୋନିଆଙ୍କ ମାଆ ପରଲୋକରେ

ଇଟାଲି, ୩୧/୦୮/୨୦୨୨ –   କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମାଆ ପାଓଲା ମାଇନୋଙ୍କ ପରଲୋକ ଘଟିଛି । ଇଟାଲିରେ ଗତ ୨୭ ତାରିଖରେ ନିଜ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି ।

ଗତ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ପାଓଲାଙ୍କ ଅସୁସ୍ଥତା ସମୟରେ ନାତି ରାହୁଲ ଏବଂ ନାତୁଣୀ ପ୍ରିୟଙ୍କା ବିଦେଶ ଯିବାକୁ ଯୋଜନା କରାଯାଇଥିଲା । ଏଭଳିକି ସୋନିଆ ମଧ୍ୟ ଇଟାଲି ଗ୍ରସ୍ତର କାର୍ଯ୍ୟକ୍ରମ ଥିଲାବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com