ସ୍ୱାସ୍ଥ୍ୟ

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ଏକ ନୂଆ ତଥ୍ୟ

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ଏକ ନୂଆ ତଥ୍ୟ ମୁତାବକ ୨୦୨୧ ତୁଳନାରେ ୨୦୨୨ ରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ୧୨.୫ ପ୍ରତିଶତ ବୃଦ୍ଧି ପାଇଛି ।

୨୦୨୧ ରେ ଦେଶରେ ହୃଦଘାତରେ ୨୮,୪୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧିପାଇ ୩୨,୪୫୭ରେ ପହଂଚିଛି ।ରିପୋର୍ଟରେ ଏହା ବି ଖୁଲାସା କରାଯାଇଛି କି, କୋଭିଡ ମହାମାରୀ ପରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି । କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି କି, କରୋନା ଭୂତାଣୁ କାରଣରୁ ଲୋକଙ୍କର ହାର୍ଟ ଫଙ୍କସନ ଉପରେ ପ୍ରଭାବ ପକାଇଛି ।

Related Articles

Back to top button