ସ୍ୱାସ୍ଥ୍ୟ

ପତ୍ନୀଙ୍କ ଲିଭରରେ ବଞ୍ଚିବେ ସ୍ୱାମୀ

ସ୍ତ୍ରୀ ଦେଲେ ସ୍ୱାମୀଙ୍କୁ ନୂଆ ଜୀବନ । ପତ୍ନୀଙ୍କ ଲିଭରରେ ବଞ୍ଚିବେ ସ୍ୱାମୀ । ଏସସିବି ଇତିହାସରେ ପ୍ରଥମ ଥର ପାଇଁ ଏପରି ଲିଭର ବା ଯକୃତ ପ୍ରତିରୋପଣ କରାଯାଇଛି ।

ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର ପ୍ରତିରୋପଣ ହୋଇଛି । ତିଗିରିଆର ଏହି ୪୫ ବର୍ଷୀୟ ବ୍ୟକ୍ତିଙ୍କର ଦୀର୍ଘ ୬ ବର୍ଷ ହେଲା ଲିଭର ସମସ୍ୟା ରହିଥିଲା । ଦୀର୍ଘ ୮ ଘଣ୍ଟାର ଅପରେସନ୍ ପରେ ସଫଳତାର ସହ ଲିଭର ପ୍ରତିରୋପଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com