ସ୍ୱାସ୍ଥ୍ୟ

ବିଦେଶରୁ ଫେରିଲେ RTPCR ରିପୋର୍ଟ ଜରୁରୀ

ଭୁବନେଶ୍ୱର, ୨୪/୧୨/୨୦୨୨-   ଚୀନରେ କରୋନାର ନୂଆ ଭ୍ୟାରିଏଣ୍ଟ BF.7 ଆତଙ୍କ ଖେଳାଇବା ପରେ ସତର୍କ ହୋଇଛନ୍ତି ଭାରତ ସରକାର । ଜାପାନ, ଚୀନ, ହଂକଂ, ଦକ୍ଷିଣ କୋରିଆ ଆଦି ଦେଶରୁ ଆସିଲେ RTPCR ରିପୋର୍ଟ ଜରୁରୀ । ଯଦି ରିପୋର୍ଟ ପଜିଟିଭ୍ ଆସେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ।  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ସହ କୋଭିଡ ସତର୍କତା ପାଳନ ପାଇଁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com