ସ୍ୱାସ୍ଥ୍ୟ

ଏଣିକି MRI ଓ CT ସ୍କାନ୍‌ ପାଇଁ ଯାଞ୍ଚ ହେବ ରୋଗୀଙ୍କ ପ୍ରେସକ୍ରିପସନ୍

କ୍ୟାପିଟାଲ ହସ୍ପିଟାଲରେ MRI/CT ସ୍କାନ ପାଇଁ କଠୋର ହେଲା ନିୟମ । ଏଣିକି MRI ଓ CT ସ୍କାନ୍‌ ପାଇଁ ଯାଞ୍ଚ ହେବ ରୋଗୀଙ୍କ ପ୍ରେସକ୍ରିପସନ୍। ବିନା ଅନୁସନ୍ଧାନରେ ଡାକ୍ତର ଲେଖିପାରିବେ ନାହିଁ MRI/CT ।

ଏନେଇ ଜାରି ହୋଇଛି ଏସଓପି । କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା, ଘରୋଇ ସ୍ତରରେ MRI/CT ବ୍ୟୟ ବହୁଳ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ କରିବା ପାଇଁ ରୋଗୀମାନେ ନକଲି ପ୍ରେସକ୍ରିପସନ୍ ବ୍ୟବହାର କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com