କ୍ରୀଡ଼ା

ଟି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ପର୍ଯ୍ୟାୟ ଗସ୍ତ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ।

ଟି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ପର୍ଯ୍ୟାୟ ଗସ୍ତ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। ବିଶ୍ବକପ୍‌ ଦଳରେ ଥିବା ଯେଉଁ ଖେଳାଳିମାନେ ଆଇପିଏଲ୍‌ ପ୍ଲେଅଫ୍‌କୁ ଯୋଗ୍ୟତା ଅର୍ଜନ ନକରିପାରିବେ, ସେମାନେ ତୁରନ୍ତ ଆମେରିକା ଗସ୍ତ କରିବେ।

ପ୍ରଥମ ପର୍ଯ୍ୟାୟରେ କିଛି ଖେଳାଳିଙ୍କ ସହ ପ୍ରଶିକ୍ଷକମାନେ ଆମେରିକା ଯିବେ।

Related Articles

Back to top button
WP Twitter Auto Publish Powered By : XYZScripts.com