ଓଡ଼ିଶା

ବହୁ ପ୍ରତିକ୍ଷୀତ, ବିଶ୍ୱବିଦିତ ଗୋପାଳପୁର ବେଳାଭୂମି ମହୋତ୍ସବ ଶୁଭାରମ୍ଭ ହୋଇଯାଇଛି

ବହୁ ପ୍ରତିକ୍ଷୀତ, ବିଶ୍ୱବିଦିତ ଗୋପାଳପୁର ବେଳାଭୂମି ମହୋତ୍ସବ ଶୁଭାରମ୍ଭ ହୋଇଯାଇଛି। ଏହା ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସାମ୍ପ୍ରତିକ ସ୍ଥିତିରେ ଗୋପାଳପୁର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଆଗାମୀ ଦିନରେ ଏହା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Articles

Back to top button