ଓଡ଼ିଶା
ପୋଲିସ କବ୍ଜାରେ ଲୁଟେରା, ୬୦ ଗ୍ରାମର ଚୋରି ସୁନା ଓ ଟଙ୍କା ଜବତ

କଟକ : କମିଶନରେଟ ପୋଲିସ ହାତରେ ପେଷାଦାର ଲୁଟେରା । ଜଣେ କୁଖ୍ୟାତ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ବାଦାମବାଡ଼ି ଥାନା ପୋଲିସ । ଲୁଟେରା ହେମନ୍ତ ଦାସ ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଲା ରହିଛି।





