ଅନ୍ତର୍ଜାତୀୟ

ଭାରତର ୧୨ ଜଣ ନାବିକ ଜଣେ ଏଜେଣ୍ଟ କଥାରେ ଫଶି ୩ମାସ ଧରି ତୁର୍କୀରେ ଫଶି ରହିଛନ୍ତି

ଭାରତର ୧୨ ଜଣ ନାବିକ ଜଣେ ଏଜେଣ୍ଟ କଥାରେ ଫଶି ୩ମାସ ଧରି ତୁର୍କୀରେ ଫଶି ରହିଛନ୍ତି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ତୁର୍କୀର ଇସ୍ତାନବୁଲ ନିକଟରେ ଅମ୍ବରଲୀ ବନ୍ଦରରେ ଏମନୀ ଫାତମା ଇଲୁଲ ନାମକୁ ଏକ ଜାହାଜ ଫଶି ରହିିଛି

ଏଥିରେ ୧୨ ଜଣ ଭାରତୀୟ ନଗରିବ ସାଢେ ୩ ମାସ ହେବ ରହିଛନ୍ତି ।ସୂଚନା ମୁତାବକ ଏହି ୧୨ ଜଣ ଭାରତୀୟ ନାବିକଙ୍କ ଜଣେ ଏଜେଣ୍ଟ ଠକି ଦେଇଛନ୍ତି । ତେବେ ଆମକୁ ଏଠାରୁ ଉଦ୍ଧାର କର ନଚେତ ହତ୍ୟା କରିଦିଅ ।

Related Articles

Back to top button
WP Twitter Auto Publish Powered By : XYZScripts.com