ରାଜନୀତି

ପଞ୍ଚାୟତରେ ଲର୍ଣ୍ଣିଂ ସେଣ୍ଟର

ପଞ୍ଚାୟତିରାଜ ବିଭାଗ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ ଜିଲ୍ଲାର ୬୦ଟି ପଞ୍ଚାୟତରେ ପ୍ରୟୋଗାତ୍ମକ ଭାବରେ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଲର୍ଣ୍ଣିଂ ସେଣ୍ଟର ଏକ ଜ୍ଞାନ ସମ୍ବଳିତ କେନ୍ଦ୍ର ଭାବେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଦକ୍ଷତା ବୃଦ୍ଧିରେ ସହଯୋଗ କରିବ।

ସେହିପରି ପଞ୍ଚାୟତଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ୍ୟ ନେଇ ଲୋକାଲ ଚାମ୍ପିଅନ୍‌‌ ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ କରାଯିବ। ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ ସାଟେଲାଇଟ୍‌‌ ଆଧାରିତ ଷ୍ଟୁଡିଓ ସ୍ଥାପନ କରାଯିବା

Related Articles

Back to top button
WP Twitter Auto Publish Powered By : XYZScripts.com