ମନୋରଞ୍ଜନ

ରିଲିଜ ହୋଇଛି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର

ରିଲିଜ ହୋଇଛି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର। ଏଥିରେ ଅଭିନେତାଙ୍କ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି।

କାରଣ ଚେହେରାଠାରୁ ଆରମ୍ଭ କରି ପୁରା ଶରୀର ଉପରେ ସେ କାମ କରିଛନ୍ତି। ସେ ବେଶ ପତଳା ଏବଂ ଫିଟ୍‌ ଲାଗୁଛନ୍ତି।‘ଚନ୍ଦୁ ଚାମ୍ପିୟନ’କୁ ସାଜିଦ୍‌ ନାଦିଆଓ୍ବାଲା ପ୍ରଯୋଜନା କରିଛନ୍ତି। ଏହା ଜୁନ ୧୪ରେ ରିଲିଜ ହେବ।

Related Articles

Back to top button