କ୍ରୀଡ଼ା

ଏୟାର ଶୋ ହେବ

କ୍ରିକେଟରେ ଦମ୍ ଦେଖାଉଛି ଭାରତ। ବିଶ୍ବକପ ଫାଇନାଲରେ ବି ଦେଖାଇବ ଦମ୍। ସେପଟେ ଫାଇନାଲ ଅବକାଶରେ ବି ରଣକୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା। ଆଇଏଏଫର ସୂର୍ଯ୍ୟକିରଣ ଟିମ କରିବ ଅହମ୍ମଦଦାବାଦ ନରନ୍ଦ୍ର ମୋଦି ଷ୍ଟାଡିୟମରେ ଏୟାର ସୋ।

ଏରୋବେଟିକ ଟିମର ୯ଟି ବିମାନ ଆକାଶ ମାର୍ଗରେ ଦେଖାଇବେ ରଣକୌଶଳ। ୧୯ ନଭେମ୍ବର ବିଶ୍ୱକପ ଫାଇନାଲ ମ୍ୟାଚର ୧୦ମିନିଟ ପୂର୍ବରୁ ଏୟାର ଶୋ ହେବ।ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ୱାଲର୍ଡ କପ ଫାଇନାଲରେ ପହଞ୍ଚି ସାରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com