କ୍ରୀଡ଼ା

ସିଡନୀରେ ହଙ୍ଗାମା କରିଛି ଟିମ୍ ଇଣ୍ଡିଆ

ଟି ଟ୍ବେଣ୍ଟି ବିଶ୍ବକପରେ ଗୁରୁବାର ନେଦରଲ୍ୟାଣ୍ଡସକୁ ଭେଟିବ ଭାରତ । କିନ୍ତୁ ଏହା ପୂର୍ବରୁ ସିଡନୀରେ ହଙ୍ଗାମା କରିଛି ଟିମ୍ ଇଣ୍ଡିଆ । ନେଟ୍ ପ୍ରାକ୍ଟିସ ପାଇଁ ମନା କରିଦେଇଛି ଭାରତ । କାରଣ ନେଟ୍ ପ୍ରାକ୍ଟିସ ସ୍ଥାନ ହୋଟେଲରୁ ୪୨ କିଲୋମିଟର ଦୂରରେ ରହିଛି । ଏତେ ଦୂରକୁ ଯାଇ ନେଟ୍ ପ୍ରାକ୍ଟିସ କରିବା ସମ୍ଭବ ନୁହେଁ ବୋଲି କହିଛି ଟିମ୍ ଇଣ୍ଡିଆ । ଖାଲି ଏତିକି ନୁହେଁ, ବ୍ରେକ୍ ଫାଷ୍ଟରେ ଥଣ୍ଡା ସ୍ୟାଣ୍ଡ ଉଇଚ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ଅବହେଳାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି ।

Related Articles

Back to top button
WP Twitter Auto Publish Powered By : XYZScripts.com