ଓଡ଼ିଶା

ରୋହି, ଭାକୁର ମାଛ, ଚିକେନ୍‌‌, ମଟନ୍‌‌, କଙ୍କଡ଼ା, ଚିଙ୍ଗୁଡ଼ି ଓ ଶୁଖୁଆ ଆଦି ଆମିଷ ଖାଦ୍ୟରୁ ମଧ୍ୟ ତିଆରି ହେଉଛି ଆଚାର

ରୋହି, ଭାକୁର ମାଛ, ଚିକେନ୍‌‌, ମଟନ୍‌‌, କଙ୍କଡ଼ା, ଚିଙ୍ଗୁଡ଼ି ଓ ଶୁଖୁଆ ଆଦି ଆମିଷ ଖାଦ୍ୟରୁ ମଧ୍ୟ ତିଆରି ହେଉଛି ଆଚାର। ଯାହା ଆମେ ଖାଉଥିବା ସାଧାରଣ ଆଚାର ଠାରୁ ସ୍ୱାଦରେ କମ୍‌‌ ନୁହେଁ।

ଏଭଳି ଆମିଷ ଆଚାର ତିଆରିକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ଏସ୍‌‌ଏଚ୍‌‌ଜି ମହିଳା ଏନ୍‌‌ ମୁନୀ। ଏଭଳି ଏକ ନିଆରା ପ୍ରଚେଷ୍ଟା ଆରମ୍ଭ କରି ବର୍ତ୍ତମାନ ମା’ ବୈଷ୍ଣବୀ ଏସ୍‌‌ଏଚ୍‌‌ଜିର ସଦସ୍ୟଙ୍କୁ ସାମିଲ କରାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com