ମନୋରଞ୍ଜନ

‘ଆନିମଲ’ ଓ ‘ଡଙ୍କି’କୁ ପଛରେ ପକାଇଛି ‘ପୁଷ୍ପା-୨’

‘ଆନିମଲ’ ଓ ‘ଡଙ୍କି’କୁ ପଛରେ ପକାଇଛି ‘ପୁଷ୍ପା-୨’। ଫିଲ୍ମର ଟିଜରକୁ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ୩୯ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି।

ଗତ ବର୍ଷ ରଣବୀର କପୁରଙ୍କ ‘ଆନିମଲ’ ରିଲିଜ୍ ହୋଇଥିଲା। ଏହାର ଟିଜରକୁ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୨୩ ମିଲିୟନରୁ ଅଧିକ ଲୋକ ଦେଖିଥିଲେ। ଏହା ସହ ଶାହାରୁଖ ଖାନଙ୍କ ‘ଡଙ୍କି’ର ଟିଜରକୁ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୩୬.୮ ମିଲିୟନ୍ ଲୋକ ଦେଖିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com