ଜାତୀୟ

ବିହାର ରାଜନୀତିରେ ମାଛ ମହାଭାରତ ପରେ ଏବେ ପଶ୍ଚିମବଙ୍ଗରେ ଏଣ୍ଟ୍ରି କରିଛି ମାଛ କଳି

ବିହାର ରାଜନୀତିରେ ମାଛ ମହାଭାରତ ପରେ ଏବେ ପଶ୍ଚିମବଙ୍ଗରେ ଏଣ୍ଟ୍ରି କରିଛି ମାଛ କଳି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଛ ଖୁଆଇବା ପାଇଁ ଅଫର୍‌ ଦେଇଛନ୍ତି ।

ମମତା ପୁଣିଥରେ ମାଛ ବିବାଦ ନିଆଁରେ ଘିଅ ଢାଳି ଦେଇଛନ୍ତି । ଗତ ଏପ୍ରିଲ ମାସରେ ପିଏମ ମୋଦି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ମାଛ ଖିଆକୁ ନେଇ କଟାକ୍ଷ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com