ଓଡ଼ିଶା

ରାଜନୀତିରେ କାହାକୁ ବାଟ ଛଡା ଯାଏ ନାହିଁ, ବାଟ ଛଡାଇ ନିଆଯାଏ : ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର () ପଞ୍ଚାୟତ ନିର୍ବାଚନ ବରିଷ୍ଠ ନେତାମାନଙ୍କ ଭବିଷ୍ୟତ ପୀଢି ପାଇଁ ହୋଇଛି ଅଗ୍ନି ପରୀକ୍ଷା । ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କଲେ ୨୦୨୪ ନିର୍ବାଚନର ବାଟ ଖୋଲିବ । ବିଜେଡିର ଡ଼ଜନେରୁ ଅଧିକ ନେତା ଏହି ପଂଚାୟତ ନିର୍ବାଚନରେ ନିଜ ଆଗାମୀ ପୀଢ଼ିଙ୍କୁ ଆଗରେ ରଖି ଚଳାଇଛନ୍ତି ଗୋଟି ଚାଳନା । ସବୁଠୁ ଆଗରେ ରହିଛନ୍ତି ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ଏ ନେଇ ପ୍ରତିକ୍ରିୟା ରଖି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ରାଜନୀତିରେ କାହାକୁ ବାଟ ଛଡା ଯାଏ ନାହିଁ ବାଟ ଛଡାଇ ନିଆଯାଏ । ଯଦି ମୋଠୁ ଅଧିକ ମୋ ପୁଅ ଭଲ ପ୍ରଦର୍ଶନ କରିବ । ତେବେ ତାକୁ ସୁଯୋଗ ମିଳିବ । ସେଥିପାଇଁ ସେ ତାର ଉଦ୍ୟମ ଓ ପ୍ରୟାସ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com