ମନୋରଞ୍ଜନ

‘ଆନିମଲ୍‌’ର ରୋଜଗାର ମାନ୍ଦା ପଡ଼ିଛି

ଗତକିଛି ଦିନ ହେବ ଖୁବ୍ ଭଲ ଆୟ କରି ଆସୁଥିବା ‘ଆନିମଲ୍‌’ର ରୋଜଗାର ମାନ୍ଦା ପଡ଼ିଛି। ଏହି କାରଣରୁ ରଣବୀରଙ୍କ ପ୍ରଶଂସକ କିଛି ମାତ୍ରାରେ ନିରାଶ ବି ହୋଇଛନ୍ତି।

ସପ୍ତାହ ଆରମ୍ଭରୁ ଫିଲ୍ମଟି ଯେପରି ଭାବେ ତଳକୁ ଖସିଛି ସେଥିରୁ ଦେଖି ଲାଗୁନାହିଁ ଯେ ତାହା ଆଗାମୀ ଦିନରେ ‘ପଠାନ୍‌’ ଓ ‘ଯବାନ’ର କଲେକ୍ସନକୁ ଛୁଇଁପାରିବ। ଭାରତରେ ସିନେମାର ସମୁଦାୟ ‌ଆୟ ୪୪୩.୨୭ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com