କ୍ରୀଡ଼ା

ବିଶ୍ବକପ୍‌ର ବିଜେତା ଭାରତ

ବୁଧବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରନ୍‌ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍‌କୁ ବୁଡ଼ାଇ ଦେଇ ମ୍ୟାଚ୍‌ ଜିତିଛି ଭାରତ।

ଏହି ସମୟରେ ସମସ୍ତେ ଉତ୍ସାହର ସହିତ ନଭେମ୍ବର ୧୯ ତାରିଖକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ରଜନୀକାନ୍ତ ଫାଇନାଲ ମ୍ୟାଚରେ ବିଜେତା କିଏ ହେବ ତାହା ମଧ୍ୟ ପୂର୍ବାନୁମାନ କରିଛନ୍ତି। ରଜନୀକାନ୍ତ କହିଛନ୍ତି, ‘୧୦୦% ନିଶ୍ଚିତ ଯେ ବିଶ୍ୱକପ୍ ଆମର ଅଟେ।

’’ ଅର୍ଥାତ ବିଶ୍ବକପ୍‌ର ବିଜେତା ଭାରତ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com