କ୍ରୀଡ଼ା

ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି

ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ ଚମତ୍କାର ଇନିଂସ ଖେଳି ୪୩ ବଲରେ ୮୮ ରନ କରିଥିଲେ। ଏଥିରେ ୫ ଚୌକା ଓ ୮ ଛକା ମାରିଥିଲେ।

ଏହି ଦ୍ରୁତ ବ୍ୟାଟିଂ ସମୟରେ ପନ୍ତଙ୍କ ଛକାରେ ଜଣେ କ୍ୟାମେରାମ୍ୟାନ ଆହତ ହୋଇଥିଲେ। ଏହାପରେ ସେ ବର୍ତ୍ତମାନ କ୍ଷମା ମାଗିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com