କ୍ରୀଡ଼ା

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଟ୍ୱେଣ୍ଟି-୨୦

ଇନ୍ଦୋର, ୦୪ /୧୦/୨୦୨୨-  ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଟ୍ୱେଣ୍ଟି-୨୦ ମଙ୍ଗଳବାର ଅନୁଷ୍ଠିତ ହେବ । ପୂର୍ବରୁ ଭାରତ ୨-୦ରେ ଏହି ସିରିଜ ଜିତିଥିଲେ ସୁଦ୍ଧା ଆଜିର ମ୍ୟାଚକୁ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ନିଜର ସମ୍ମାନ ରକ୍ଷା କରିବା ପାଇଁ ମ୍ୟାଚ ଖେଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କେବେ ବି ଘରୋଇ ମାଟିରେ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଜିତିନଥିଲା । ଏବେ ଭାରତୀୟ ଦଳର ନଜର ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱ କପ୍ ଉପରେ ରହିଛି । ବୁଧବାର ଟ୍ୱେଣ୍ଟି-୨୦ ବିଶ୍ୱ କପ୍ ଖେଳିବାକୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ଦଳ ।

Related Articles

Back to top button
WP Twitter Auto Publish Powered By : XYZScripts.com