କ୍ରୀଡ଼ା

ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଲାଗି ପ୍ରସ୍ତୁତି ଚଳାଇଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ଝଟ୍‌କା

ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଲାଗି ପ୍ରସ୍ତୁତି ଚଳାଇଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ଝଟ୍‌କା। ଦଳର ପ୍ରମୁଖ ବୋଲର୍‌ ମୁସ୍ତାଫିଜୁର ରେହମାନ ଏହି ମ୍ୟାଚ୍‌ ଖେଳି ନ ପାରନ୍ତି।

ସେ ଆଇପିଏଲ୍‌ ଅଧାରେ ଛାଡ଼ି ବାଲାଂଦେଶ ଫେରି ଯାଇଛନ୍ତି। ଏଣୁ ଏପ୍ରିଲ ୫ରେ ଖେଲାଯିବାକୁ ଥିବା ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ସେ ବାହାରିବା ନିଶ୍ଚିତ ବୋଲି କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com