କ୍ରୀଡ଼ା

ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ

ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ଏହାପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ର ସିରିଜ ଖେଳିବ। ଏହି ସିରିଜର ଠିକ୍‌ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ନ ଥିବା ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ଟେଷ୍ଟ ସିରିଜ ପୂର୍ବରୁ ୯ ଦିନ ଲାଗି ଇଂଲଣ୍ଡ ଟିମ୍‌ର କୋଚିଂ ଷ୍ଟାଫ୍‌ଙ୍କ ସହ ଯୋଡ଼ି ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com