କ୍ରୀଡ଼ା

ଆଇପିଏଲରେ ଜଲୱା ଦେଖାଇବେ ଝାଡଖଣ୍ଡର ଆଦିବାସୀ ପୁଅ

ଆଇପିଏଲରେ ଜଲୱା ଦେଖାଇବେ ଝାଡଖଣ୍ଡର ଆଦିବାସୀ ପୁଅ । ଝାଡଖଣ୍ଡର ଗୋଟିଏ ଛୋଟିଆ ସହରରୁ ଆସି ଏବେ କ୍ରିକେଟରେ ନିଜ କମାଲ ଦେଖାଇବେ ରବିନ ମିଞ୍ଜ । ଝାଟିମାଟି ଘରୁ ଆଇପିଏଲର ଏହି ଯାତ୍ରା ରବିନ ମିଞ୍ଜଙ୍କ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା ।

ଛୋଟିଆ ସହରରୁ ସେ ଦେଖିଥିଲେ ବଡ କ୍ରିକେଟର ହେବାର ସ୍ୱପ୍ନ । ଯାହା ଏବେ ପୂରଣ ହେବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com