କ୍ରୀଡ଼ା

କ୍ରିକେଟକୁ ନେଇ ଲୋକଙ୍କ କ୍ରେଜ ଏବେ ଦିନକୁ ଦିନ ବଢିବାରେ ଲାଗିଛି

କ୍ରିକେଟକୁ ନେଇ ଲୋକଙ୍କ କ୍ରେଜ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ୟା ଭିତରେ ଆଇପିଏଲ ଏବଂ ଅନ୍ୟାନ୍ୟ ଲିଗ୍ ଯୁବ ପ୍ରତିଭାଙ୍କ ସହ ଅନେକ ପୂର୍ବତନ ଖେଳାଳିଙ୍କ ପାଇଁ ସୁନ୍ଦର ପ୍ଲାଟଫର୍ମ ପାଲଟିଛି ।

ସେହିପରି ଆମେରିକା କାନାଡ଼ା ବିପକ୍ଷ ଟି-୨୦ ସିରିଜରେ ସାମିଲ ହୋଇଛନ୍ତି ଜଣେ ଷ୍ଟାର ଅଲରାଉଣ୍ଡର । ନ୍ୟୁଜିଲାଣ୍ଡର ପୂର୍ବତନ ଷ୍ଟାର ଅଲରାଉଣ୍ଡର କୋରୀ ଆଣ୍ଡରସନ୍ ମଧ୍ୟ ଦଳ ପରିବର୍ତ୍ତନ କରିଛନ୍ତି । ଏବେ ଆମେରିକା ପାଇଁ ଟି-୨୦ ଦଳରେ ସାମିଲ ହୋଇଛନ୍ତି ଆଣ୍ଡରସନ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com