କ୍ରୀଡ଼ା

କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି ହୋଇଛି

କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବିସ୍ଫୋରକ ବ୍ୟାଟିଂ କରିଛନ୍ତି ହାମଜା ସଲୀମ ଦର। ସେ ମାତ୍ର ୪୩ ବଲରେ ଅପରାଜିତ ୧୯୩ ରନର ଇନିଂସ ଖେଳି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହି ଅବିଶ୍ୱସନୀୟ ଇନିଂସ ୟୁରୋପିଆ କ୍ରିକେଟର ଗୋଟିଏ ଟି-୧୦ ମ୍ୟାଚରେ ଦେଖିବାକ ମିଳିଛି। ପୂର୍ବରୁ କ୍ରିକେଟ କୌଣସି ବ୍ୟାଟର ଏପରି ଇନିଂସ ଖେଳି ନଥିଲେ । ୪୩ ବଲରେ ଅପରାଜିତ ୧୯୩ କରିଥିବା ହମଜା ୨୨ଟି ଛକା ଓ ୧୪ଟି ଛକା ମାରିଛନ୍ତି। ଏହି ଇନିଂସ ପରେ ସେ ଟି-୧୦ କ୍ରିକେଟରେ ସର୍ବାଧିକ ରନହାସଲକାରୀ ବ୍ୟାଟର ବି ହୋଇଯାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com