କ୍ରୀଡ଼ା

ଫିଫା ବିଶ୍ୱକପ ୨୦୨୨ର ଚାମ୍ପିଅନ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ: ଦୀର୍ଘ ୩୬ ବର୍ଷ ପରେ ବିଶ୍ୱକପ ହାତେଇଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପ ୨୦୨୨ ଶେଷ ହୋଇଛି। ବିଶ୍ୱକପ ଫାଇନାଲ ଖେଳର ଶେଷ ପର୍ଯ୍ୟନ୍ତ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଦୁଇ ଦୁଇ ଥର ଅତିରିକ୍ତ ସମୟ ମିଳିଥିଲେ ମଧ୍ୟ ଫଳାଫଳ ଡ୍ର ରହିଥିଲା। ତେବେ ପରିଶେଷରେ ବିଜେତା ବାଛିବା ପାଇଁ ପେନାଲ୍ଟି କର୍ଣ୍ଣର ସହାୟତା ନିଆଯାଇଥିଲା। କିଏ ପ୍ରଥମେ ଷ୍ଟ୍ରାଇକ କରିବ ସେ ନେଇ ଟସ ପକାଯାଇଥିଲା। ଟସ ଜିତି ଫ୍ରାନ୍ସ ପ୍ରଥମେ ମାରିବାକୁ ଆସିଥିଲା। ଉଭୟ ଦଳକୁ ୫ଟି ଲେଖାଏଁ ସୁଯୋଗ ଦିଆଯାଇଥିଲା। ତେବେ ଫ୍ରାନସ୍ ୪-୨ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଥିଲା। ନିଜର ମଜବୁତ ରଣନୀତି ବଳରେ ପରସ୍ପର ପରସ୍ପର ଉପରେ ଭାରି ପଡ଼ିଥିଲେ। ତେବେ ଶେଷ ପର୍ଯ୍ୟନ୍ତ ଖେଳ ୨-୨ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଅତିରିକ୍ତ ସମୟ ଶେଷ ପର୍ଯ୍ୟନ୍ତ ଖେଳ ୨-୨ରେ ବରାବର ରହିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com