କ୍ରୀଡ଼ା

ପାକିସ୍ତାନ କ୍ରିକେଟ ଟିମ୍‌ ପାଇଁ ଦୁଃଖଦ ଖବର

ପାକିସ୍ତାନ କ୍ରିକେଟ ଟିମ୍‌ ପାଇଁ ଦୁଃଖଦ ଖବର। କାର୍‌ ଦୁର୍ଘଟଣାରେ ଦଳର ଦୁଇ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ଆଗାମୀ ଦିନରେ ଓ୍ବେଷ୍ଟଇଣ୍ଡିଜ ସହ ଏହାର ମହିଳା ଟିମ୍‌ ଦିନିକିଆ ଏବଂ ଟି୨୦ ସିରିଜ ଖେଳିଥାନ୍ତା।

ଏପ୍ରିଲ ୧୮ରୁ ଓ୍ବେଷ୍ଟଇଣ୍ଡିଜ ମହିଳା ଟିମ୍‌ ପାକିସ୍ତାନ ଗସ୍ତ କରିବ। ଏହା ପୂର୍ବରୁ ପାକିସ୍ତାନର ଦୁଇ ମହିଳା କ୍ରିକେଟର ବିସ୍ମା ମାରୋଫ, ଗୁଲାମ ଫାତିମା କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com