କ୍ରୀଡ଼ା

ମହଙ୍ଗା ପଡ଼ିଲା ଫାଇନାଲ

ବିଶ୍ୱକପ ଫାଇନାଲରେ ଭାରତ ଆଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ପୂର୍ବ ମ୍ୟାଚ୍ ତୁଳନାରେ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଭାରତୀୟ ଟିମ ଠାରୁ ୧୪୦ କୋଟି ଦେଶବାସୀ ଫାଇନାଲ ମୁକାବିଲାରେ ଯାହା ଆଶା କରୁଥିଲେ ସେପରି କିଛି ହେଇନଥିଲା।

ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦିଙ୍କ ଏକ ଭିଡିଓ ଜାରି କରିଥିଲେ ଯେ ଭାରତର ‘ଅତ୍ୟଧିକ ବିଶ୍ୱାସ’ ଭାରତୀୟ ଦଳକୁ ବିଶ୍ୱକପ ଫାଇନାଲରେ ମହଙ୍ଗା ପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com