କ୍ରୀଡ଼ା

ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ଆରମ୍ଭ

ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ସପ୍ତାହରେ ନୂଆ ସିଜନ ପାଇଁ ମିନି ନିଲାମୀ ମଧ୍ୟ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଆଇପିଏଲ ଦଳ ମାନଙ୍କ ମଧ୍ୟରେ ଟ୍ରେଡିଂ ପ୍ରକ୍ରିୟା ଜାରି ରହିଥିଲା ।

ଏହି ନିୟମ ଅନୁସାରେ, ପ୍ରତ୍ୟେକ ଦଳ ଅନ୍ୟ ଦଳର ଖେଳାଳିଙ୍କୁ ସାମିଲ କରିପାରିବ । ଗୁଜୁରାଟ ଟାଇଟନ୍ସର ଅଧିନାୟକ(୨୦୨୨-୨୦୨୩) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ କାମରନ୍ ଗ୍ରୀନ୍, ଆଭେଶ ଖାନ୍ ଭଳି ଖେଳାଳି ଦଳ ପରିବର୍ତ୍ତନ କରିଛନ୍ତି । ତେବେ ବର୍ତ୍ତମାନ ବିରାଟ କୋହଲିଙ୍କର ଆଉ ଜଣେ ସାଥୀ ବାଙ୍ଗାଲୋର ଦଳ ଛାଡ଼ି ପଞ୍ଜାବ କିଙ୍ଗସକୁ ଫେରି ଯାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com