କ୍ରୀଡ଼ା

IPL-2024 ପାଇଁ ଟ୍ରେଡ ୱିଣ୍ଡୋ ଶେଷ ହୋଇଯାଇଛି

IPL-2024 ପାଇଁ ଟ୍ରେଡ ୱିଣ୍ଡୋ ଶେଷ ହୋଇଯାଇଛି । ଏହାସହିତ ବର୍ତ୍ତମାନ ମିନି ଅକ୍ସନକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ଡିସେମ୍ବର ତୃତୀୟ ସପ୍ତାହରେ ଏହି ଅକ୍ସନ ହେବାକୁ ଥିବା ବେଳେ ଖୁବଶୀଘ୍ର ୧୦ଟି ଦଳର ଚୂନାନ୍ତ ଖେଳାଳିଙ୍କ ତାଲିକା ସ୍ପଷ୍ଟ ହୋଇପାରିବ ।

କିନ୍ତୁ ଏହାଭିତରେ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସନ୍ତା ବର୍ଷର ଆଇପିଏଲ ଭାରତରେ ଆୟୋଜନ ହୋଇ ନ ପାରେ । ଅନ୍ୟ କୌଣସି ଦେଶରେ ଆଇପିଏଲ ଖେଳାଯାଇପାରେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com