Featuredକ୍ରୀଡ଼ା

ଅଷ୍ଟ୍ରେଲୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମେଗ ଲାନିଙ୍ଗ ତାଙ୍କ ଅବସର ଘୋଷଣା କରିଛନ୍ତି

ଅଷ୍ଟ୍ରେଲୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମେଗ ଲାନିଙ୍ଗ ତାଙ୍କ ଅବସର ଘୋଷଣା କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି -୨୦ ବିଶ୍ୱକପ ୨୦୨୩ ଜିତିବା ପରେ ସେ ଅଷ୍ଟ୍ରେଲିଆ ପାଇଁ ଖେଳି ନାହାଁନ୍ତି ।

ସେ ଆହତ ହୋଇଥିଲେ । ଏହା ପରେ ପୁନର୍ବାର ଫିଟ୍ ହେବା ସତ୍ତେ୍ୱ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜରେ ଖେଳି ନଥିଲେ । ଲାନିଙ୍ଗଙ୍କ ବୟସ ମାତ୍ର ୩୧ ବର୍ଷ । ତାଙ୍କର ଅବସର ଘୋଷଣା କରିବାର ନିଷ୍ପତ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com