Breaking NewsFeaturedଓଡ଼ିଶା

ରତ୍ନଭଣ୍ଡାରର ଲେଜର ସ୍କାନିଂ

ଆଜି ଠାରୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ ହେବ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନ ଏହି ସ୍କାନିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯାଇ ଫାଟ ଏବଂ ଅନ୍ୟାନ୍ୟ ସମସ୍ୟାକୁ ସମୀକ୍ଷା କରାଯିବ ।

ପରେ ପାର୍ଶ୍ୱ ଦେବ ଦେବୀଙ୍କ ମନ୍ଦିରକୁ ମଧ୍ୟ ସ୍କାନିଂ କରାଯିବ । ବାହାର କାନ୍ଥର ସ୍କାନିଂ କରି ଫାଇନାଲ ରିପୋର୍ଟ ପ୍ରଦାନ କରିବ ଏଏସଆଇ । ଏହା ପରେ ଏ ନେଇ ବୈଷୟିକ ଟିମ ଏନେଇ ସମୀକ୍ଷା କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com