ଓଡ଼ିଶା

କଟକରେ ୱାଓ ଚାଇନା ନାଁ ରେ ଏକ ରେଷ୍ଟୁରାଣ୍ଟ ଉଦଘାଟିତ

() ୱାଓ ମୋମୋ ର ସଫଳତା ପରେ ଗ୍ରାହକ ମାନଙ୍କୁ ଅଭିନବ ଚାଇନିଜ ଖାଦ୍ୟର ମଜା ଉଠାଇବା ପାଇଁ କଟକ ସି ଡି ଏ -୬ ନମ୍ବର ରେ ୱାଓ ଚାଇନା ନାଁ ରେ ଏକ ରେଷ୍ଟୁରାଣ୍ଟର ଉଦଘାଟନ ହୋଇଛି।ଷ୍ଟ୍ରିଟଫୁଡ଼ ଖାଦ୍ୟ ଠୁ ନେଇ ଦାମୀ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଚାଇନିଜ ଖାଦ୍ୟର ସ୍ୱାଦ କୁ ନେଇ ଦାମୀ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଚାଇନିଜ ଖାଦ୍ୟର ସ୍ୱାଦ କୁ ନେଇ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ୱାଓ ଚାଇନା।ଚାଇନିଜ ଏବଂ ଇଣ୍ଡିଆନ ଖାଦ୍ୟ କୁ ମିଶାଇ ବିଭିନ୍ନ ପ୍ରକାର ସୁପ,ଷ୍ଟାର୍ଟସ,ନୁଦୁଲସ,ରାଇସ ଏବଂ ମେନକୋର୍ସ ଉପଲବ୍ଧ ରହିଛି। ଉଦଘାଟନ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଓଡିଶା କ୍ରିକେଟ ଆସୋସିଏସନ ର ସମ୍ପାଦକ ସଞ୍ଜୟ ବେହେରା ଯୋଗ ଦେଇଥିଲେ।

Related Articles

Back to top button