ଅନ୍ତର୍ଜାତୀୟ

ଦୀର୍ଘଦିନ ଧରି ଜାରି ରହିଛି ଇସ୍ରାଏଲ-ହମାସ ସଂଘର୍ଷ

ଦୀର୍ଘଦିନ ଧରି ଜାରି ରହିଛି ଇସ୍ରାଏଲ-ହମାସ ସଂଘର୍ଷ।ତେବେ ଏହାରି ଭିତରେ ମିଡିଲ-ଇଷ୍ଟ ଓ ନର୍ଥ ଆଫ୍ରିକା ଏବଂ ୟୁରୋପରେ ମାନବାଧିକାର ପାଇଁ କାମ କରୁଥିବା ସଂସ୍ଥା ୟୁରୋ-ମେଡ ହ୍ୟୁମନ ରାଇଟ୍ସ ମନିଟର ଇସ୍ରାଏଲୀ ସେନା ଉପରେ ବଡ ଅଭିଯୋଗ ଆଣିଛନ୍ତି।

ସଂସ୍ଥା କହିଛି, ଇସ୍ରାଏଲୀ ସେନା ଗାଜା ସଂଘର୍ଷରେ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନଙ୍କ ମୃତଦେହରୁ ଅଙ୍ଗ ଚୋରି କରୁଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ଅନ୍ତରାଷ୍ଟ୍ରୀୟ ଯାଞ୍ଚ କରିବାକୁ ମାନବାଧିକାର ସଂସ୍ଥା ଆହ୍ବନ କରିଛି।

Related Articles

Back to top button